ବନ୍ଦ କରନ୍ତୁ

ଫଳାଫଳ

ଫଳାଫଳ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଜିଲ୍ଲା ଚିକିତ୍ସାଧିକାରୀଙ୍କ ତରଫରୁ କରୋନା ସମ୍ବନ୍ଧୀୟ ବିଭିନ୍ନ ପଦବୀ ପାଇଁ ଚୟନ ହୋଇଥିବା ପ୍ରାର୍ଥୀ/ପ୍ରାର୍ଥିନୀ ମାନଙ୍କର କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ବିଜ୍ଞାପନ

ଜିଲ୍ଲା ଚିକିତ୍ସାଧିକାରୀ ନୟାଗଡ଼

12/04/2020 14/04/2020 ଦେଖନ୍ତୁ (3 MB)
ନୟାଗଡ଼ ଜିଲ୍ଲାର ଓଡିଶା ଆଦର୍ଶ ବିଦ୍ୟାଳୟର ନାମ ଲେଖା ନିମନ୍ତେ ପ୍ରବେଶିକା ପରୀକ୍ଷା ୨୦୨୦-୨୧ ଫଳାଫଳ। 21/03/2020 12/04/2020 ଦେଖନ୍ତୁ (6 MB)
ଜିଲ୍ଲା ଚିକିତ୍ସାଧିକାରୀଙ୍କ ତରଫରୁ କରୋନା ସମ୍ବନ୍ଧୀୟ ବିଭିନ୍ନ ପଦବୀ ପୂରଣ ନିମନ୍ତେ ଆବେଦନ କରିଥିବା ପ୍ରାର୍ଥୀ/ପ୍ରାର୍ଥିନୀ ମାନଙ୍କର ମନୋନୟନ ସମ୍ବନ୍ଧୀୟ ବିଜ୍ଞାପନ

ଜିଲ୍ଲା   ଚିକିତ୍ସାଧିକାରୀ, ନୟାଗଡ଼

08/04/2020 10/04/2020 ଦେଖନ୍ତୁ (1 MB)
ଚୁକ୍ତିଭିତ୍ତିକ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ସାମୟିକ ଚୁଡାନ୍ତ ଉତ୍କର୍ଷତା ତାଲିକା ।

ପତ୍ର ସଂଖ୍ୟା ୨୩୩୦ ତା:୨୨/୧୧/୨୦୧୯ ରେ ଚୁକ୍ତିଭିତ୍ତିକ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ସାମୟିକ ଚୁଡାନ୍ତ ଉତ୍କର୍ଷତା ତାଲିକା ।

27/11/2019 04/12/2019 ଦେଖନ୍ତୁ (7 MB)
ଓଡ଼ଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯

ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯ ରେ ଓଡ଼ଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଏବଂ ନବମ ଶ୍ରେଣୀର ଅସ୍ଥାୟୀ ଚୟନ ସୂଚୀ ଏବଂ ଯୋଗ୍ୟତା ସୂଚୀ ।

08/04/2019 30/04/2019 ଦେଖନ୍ତୁ (7 MB)
ନୟାଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟର ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯

ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯ ରେ ନୟାଗଡ଼ ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଏବଂ ନବମ ଶ୍ରେଣୀର ଅସ୍ଥାୟୀ ଚୟନ ସୂଚୀ ଏବଂ ଯୋଗ୍ୟତା ସୂଚୀ ।

08/04/2019 30/04/2019 ଦେଖନ୍ତୁ (10 MB)
ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯ ।

ଚିଠି ନଂ ୨୯୬୦ ତା ୦୮/୦୪/୨୦୧୯ ରେ ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଏବଂ ନବମ ଶ୍ରେଣୀର ଅସ୍ଥାୟୀ ଚୟନ ସୂଚୀ ଏବଂ ଯୋଗ୍ୟତା ସୂଚୀ ।

08/04/2019 30/04/2019 ଦେଖନ୍ତୁ (5 MB)
ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଧିକାରୀଙ୍କ ସାମୟିକ ଶାରୀରିକ ଶିକ୍ଷା ମାର୍ଗଦର୍ଶକର ଚିଠା

ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅଧିକାରୀଙ୍କ ସାମୟିକ ଶାରୀରିକ ଶିକ୍ଷା ମାର୍ଗଦର୍ଶକର ଚିଠା

06/11/2018 30/11/2018 ଦେଖନ୍ତୁ (9 MB)