ଘୋଷଣାମାନ

ଘୋଷଣାମାନ
ଶୀର୍ଷକ ବିବରଣୀ ଆରମ୍ଭ ତାରିଖ ଶେଷ ତାରିଖ ଫାଇଲ
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ର ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣି।

ପତ୍ର ସଂଖ୍ୟା ୨୭୫୬ ତା ୨୭/୦୮/୨୦୧୯ ରେ ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣି ଆୟୋଜନ କରାଯିବ।

29/08/2019 25/09/2019 ଦେଖନ୍ତୁ (1 MB)
୦୨/୦୭/୨୦୧୮ ରୁ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବ 02/07/2018 09/04/2019 ଦେଖନ୍ତୁ (17 KB)
ଜାତୀୟ ସ୍ୱାସ୍ଥ୍ୟମିଶନ ନୟାଗଡ଼ର ବିଜ୍ଞାପନ ସଂଖ୍ୟା ୨୭୮୩ ତା: ୦୪ /୧୨/୨୦୧୮ ।

ବିଜ୍ଞାପନ ସଂଖ୍ୟା ୨୭୮୩ ତା: ୦୪ /୧୨/୨୦୧୮ ରେ ଜାତୀୟ ସ୍ୱାସ୍ଥ୍ୟମିଶନ ନୟାଗଡ଼ ତରଫରୁ ଚୁକ୍ତିଭିତ୍ତିକ ଲାବୋରଟୋରୀ ଟେକନିସିଆନ ନିଯୁକ୍ତି ନିମନ୍ତେ ସାକ୍ଷାତକାର ।

04/12/2018 20/12/2018 ଦେଖନ୍ତୁ (216 KB)
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ର ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣି

ପତ୍ର ସଂଖ୍ୟା ୪୩୩୮ ତା ୧୫/୦୯/୨୦୧୮ ରେ ପଞ୍ଚାୟତ ସମିତି ସ୍ତରୀୟ ଜନଶୁଣାଣି ଆୟୋଜନ କରାଯିବ।

15/09/2018 28/09/2018 ଦେଖନ୍ତୁ (959 KB)
ଚିଠି ସଂଖ୍ୟା ୧୨୭୯ ତା: ୧୬/୦୮/୨୦୧୮ ଏବଂ ଚିଠି ସଂଖ୍ୟା ୧୩୨୬ତା: ୨୫/୦୮/୨୦୧୮ ରେ ଅବସରପ୍ରାପ୍ତ କିରାଣୀଙ୍କୁ ମଡେଲ ଡିଗ୍ରୀ କଲେଜରେ କାର୍ଯ୍ୟାଳୟ ସହାୟକ ରୂପେ ନିଯୁକ୍ତି ପାଇଁ ସାକ୍ଷାତକାର ପରୀକ୍ଷା ଘୁଞ୍ଚିଲା 06/09/2018 07/09/2018 ଦେଖନ୍ତୁ (80 KB)
ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅନ୍ତର୍ଗତ ଭିରୁଡା ଏବଂ ଖୁଣ୍ଟବନ୍ଧ ମୌଜାରେ ଜମି ଅଧିଗ୍ରହଣ ଆବଶ୍ୟକ ହେଉ ଥିବା ଯୋଗୁଁ ଜନଶୁଣାଣି

ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ଅନ୍ତର୍ଗତ ଭିରୁଡା ଏବଂ ଖୁଣ୍ଟବନ୍ଧ ମୌଜାରେ ଖୋର୍ଦ୍ଧାରୋଡ- ବଲାଙ୍ଗୀର ନୂତନ ରେଳ ସଂଯୋଗ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆବଶ୍ୟକ ହେଉ ଥିବା ଯୋଗୁଁ ଜନଶୁଣାଣି ଆୟୋଜନ କରାଯିବ ।

23/07/2018 07/08/2018 ଦେଖନ୍ତୁ (133 KB)
ପୁନର୍ବାସ ଓ ଥାଇଥାନ ନୀତି ଅନୁଯାୟୀ ପାଇଁ ୯ ଟି ଗ୍ରାମରେ ଜମି ଅଧିଗ୍ରହଣ ପାଇଁ ଜନଶୁଣାଣି 23/07/2018 26/07/2018 ଦେଖନ୍ତୁ (599 KB)