ମେଳା ଓ ମହୋତ୍ସବ
ନାମ | ସମୟ |
---|---|
ଲଙ୍କା ପୋଡି(ମହାବୀର ମନ୍ଦିର ଦଶପଲ୍ଲା) | ଏପ୍ରିଲ(ରାମ ନବମୀ) |
ପଣା ସଂକ୍ରାନ୍ତି (ଦକ୍ଷିଣକାଳୀ ମନ୍ଦିର ,ନୟାଗଡ) | ଏପ୍ରିଲ(ବୈଶାଖୀ) |
ଶିବରାତ୍ରୀ(ଲଡୁବାବା ମନ୍ଦିର ଶରଣକୁଳ ) | ଫେବ୍ରୁୟାରୀ(ଶିବରାତ୍ରୀ) |
ମାଘ ସପ୍ତମୀ(କଣ୍ଟିଲୋ ମେଳା) | ଜାନୁୟାରୀ-ଫେବ୍ରୁୟାରୀ |
ରାମ ନବମୀ,ଓଡଗାଁ | ଏପ୍ରିଲ |
ରଥ ଯାତ୍ରା(ନୟାଗଡ,ଖଣ୍ଡପଡା ,ଦଶପଲ୍ଲା ଓ ରଣପୁର) | ଜୁନ-ଜୁଲାଇ |