ମେଳା ଓ ମହୋତ୍ସବ

 ନୟାଗଡ ଜିଲ୍ଲାର ମେଳା ଓ ମହୋତ୍ସବ 
ନାମ ସମୟ
 ଲଙ୍କା ପୋଡି(ମହାବୀର ମନ୍ଦିର ଦଶପଲ୍ଲା) ଏପ୍ରିଲ(ରାମ ନବମୀ)
ପଣା ସଂକ୍ରାନ୍ତି (ଦକ୍ଷିଣକାଳୀ ମନ୍ଦିର ,ନୟାଗଡ)  ଏପ୍ରିଲ(ବୈଶାଖୀ)
ଶିବରାତ୍ରୀ(ଲଡୁବାବା ମନ୍ଦିର ଶରଣକୁଳ ) ଫେବ୍ରୁୟାରୀ(ଶିବରାତ୍ରୀ)
ମାଘ ସପ୍ତମୀ(କଣ୍ଟିଲୋ ମେଳା) ଜାନୁୟାରୀ-ଫେବ୍ରୁୟାରୀ
ରାମ ନବମୀ,ଓଡଗାଁ ଏପ୍ରିଲ
ରଥ ଯାତ୍ରା(ନୟାଗଡ,ଖଣ୍ଡପଡା ,ଦଶପଲ୍ଲା ଓ ରଣପୁର) ଜୁନ-ଜୁଲାଇ